ଉତ୍ତରଚ୍ଛଦ Uttarachchhada

  • ସଂ. ବି. (କର୍ମଧାରୟ; ଉତ୍ତର=ଉପରିସ୍ଥିତ+ଚ୍ଛଦ=ବସ୍ତ୍ର) — ଚାଦର; ଉତ୍ତରୀୟ — A sheet; scarf
  • ସଂ. ବି. (କର୍ମଧାରୟ; ଉତ୍ତର=ଉପରିସ୍ଥିତ+ଚ୍ଛଦ=ବସ୍ତ୍ର) — ଆସ୍ତରଣ ବସ୍ତ୍ର — Covering sheet
  • ସଂ. ବି. (କର୍ମଧାରୟ; ଉତ୍ତର=ଉପରିସ୍ଥିତ+ଚ୍ଛଦ=ବସ୍ତ୍ର) — ବିଛଣା ଚାଦର — Bed-sheet
  • ସଂ. ବି. (କର୍ମଧାରୟ; ଉତ୍ତର=ଉପରିସ୍ଥିତ+ଚ୍ଛଦ=ବସ୍ତ୍ର) — ଘୋଡ଼ିହେବା ଲୁଗା — A wrapper