ଉତ୍ତରଙ୍ଗ Uttaraṅga

  • ସଂ. ବି. (ଉତ୍ତର=ଉପରି+ଗମ୍=ଗମନ କରିବା+କର୍ତ୍ତୃ. ଅ ବ. ଉତ୍ତର+ଅଙ୍ଗ) — — 1 । ଦ୍ୱାରୋପରିସ୍ଥ ବକ୍ର କାଷ୍ଠ; ଶାକରପଟା — 1 ଦ୍ୱାରୋପରିସ୍ଥ ବକ୍ର କାଷ୍ଠ; ଶାକରପଟା
  • ସଂ. ବିଣ. (ଉତ୍+ତରଙ୍ଗ=ଢେଉ) — ଯାହାର ତରଙ୍ଗ ଉତ୍ଥିତ ହୋଇଅଛି; ତରଙ୍ଗିତ — Billowy