ଉତ୍ତରକୋଶଳା Uttarakoṡaḻā

  • ସଂ. ବି. — ମହାନଦୀର ଉତ୍ତରାଂଶର ପ୍ରାଚୀନ ନାମ—
  • ସଂ. ବି. — ବହୁ ଦ୍ୱାର ଶୋଭୀ ପୁର ଚଉଦ୍ୱାର, ଉତ୍ତରକୋଶଳା ମୌଳି ଅଳଙ୍କାର —ରାଧାନାଥ, ନନ୍ଦୀକେଶ୍ୱରୀ।
  • ସଂ. ବି. — ଅଯୋଧ୍ୟାନଗରୀ — A name of the old town of Aj̄odhyā
  • ସଂ. ବି. — କୋଶଳଦେଶ — Koṡala country