ଉତ୍ତରକାଳ Uttarakāḻa

  • ସଂ. ବି. (ଉତ୍ତର=ପରବର୍ତ୍ତୀ; ଭବିଷ୍ୟତ+କାଳ) — ପରବର୍ତ୍ତୀ ସମୟ — Subsequent period
  • ସଂ. ବି. (ଉତ୍ତର=ପରବର୍ତ୍ତୀ; ଭବିଷ୍ୟତ+କାଳ) — ପରକାଳ; ଭବିଷ୍ୟତକାଳ — Future time; future