ଉତ୍ତମ୍ଭନ Uttambhana
- ସଂ. ବି. (ଉତ୍+ସ୍ତମ୍ଭ=ଅବଲମ୍ବନ କରିବା+ଭାବ. ଅନ) — ଅବଲମ୍ବନ — Stay; support
- ସଂ. ବି. (ଉତ୍+ସ୍ତମ୍ଭ=ଅବଲମ୍ବନ କରିବା+ଭାବ. ଅନ) — ବର୍ଦ୍ଧନ — Increase
- ସଂ. ବି. (ଉତ୍+ସ୍ତମ୍ଭ=ଅବଲମ୍ବନ କରିବା+ଭାବ. ଅନ) — ଖମ୍ବ; ଖୁଣ୍ଟ — Pillar
- ସଂ. ବି. (ଉତ୍+ସ୍ତମ୍ଭ=ଅବଲମ୍ବନ କରିବା+ଭାବ. ଅନ) — ବିବୃତ୍ତି; ସ୍ତମ୍ଭୀଭାବ — Cessation; stoppage