ଉତ୍ତମସାହସ Uttamasāhasa
- ସଂ. ବି (ହିନ୍ଦୁସ୍ମୃତି) — ଏକ ହଜାର ପଣ କଉଡ଼ି ଜୋରିମାନା
- ସଂ. ବି (ହିନ୍ଦୁସ୍ମୃତି) — ଖୁବ କଡ଼ା ଦଣ୍ଡ — Very hard or extreme punishment.(ଯଥା—ଶୂଳୀ; ଫାଶି; ନିର୍ବାସନ; ସମ୍ପତ୍ତି କୋରଖ; ଅଙ୍ଗଭଙ୍ଗ)
- ସଂ. ବି (ହିନ୍ଦୁସ୍ମୃତି) — (ଯଥା—ଶୂଳୀ; ଫାଶି; ନିର୍ବାସନ; ସମ୍ପତ୍ତି କୋରଖ; ଅଙ୍ଗଭଙ୍ଗ)