ଉତ୍ତମର୍ଣ୍ଣ Uttamarṇṇa

  • ସଂ. ବି (ବହୁବ୍ରୀହି; ଉତ୍ତମ=ପ୍ରଧାନ+ଋଣ) — ସାହୁକାର; ମହାଜନ; ଋଣଦାତା — Creditor; money-lender
  • ସଂ. ବି (ବହୁବ୍ରୀହି; ଉତ୍ତମ=ପ୍ରଧାନ+ଋଣ) — ସେଠ; ମୂଳଧନ—ସ୍ୱାମୀ — Capitalist