ଉତ୍ତମମଧ୍ୟମ Uttamamadhyama

  • ଦେ. ବି. (ଲକ୍ଷଣାର୍ଥେ) — ମାଡ଼; ପ୍ରହାର — Beating
  • ଦେ. ବି. (ଲକ୍ଷଣାର୍ଥେ) — ଭର୍ତ୍ସନା; ଗାଳି — Rebuke.(ଯଥା —ସେ ମୋଠାରୁ ଗୁଡ଼ିଏ ଉତ୍ତମମଧ୍ୟମ ପାଇ ଗାଁକୁ ଗଲା)
  • ଦେ. ବି. (ଲକ୍ଷଣାର୍ଥେ) — (ଯଥା —ସେ ମୋଠାରୁ ଗୁଡ଼ିଏ ଉତ୍ତମମଧ୍ୟମ ପାଇ ଗାଁକୁ ଗଲା।)