ଉତ୍ତମମଧ୍ୟମ ଦେବା Uttamamadhyama debā

  • ଦେ. କ୍ରି — ଆଚ୍ଛା ଦି' ପଦ ଶୁଣାଇ ଦେବା; ମନ ବୋଧ କରି ଗାଳି ମନ୍ଦ ଦେବା; ରଗଡ଼େ ସେ ଧିବା — To speak out or give a bit of one's mind
  • ଦେ. କ୍ରି — ମନବୋଧ କରି ଟାଙ୍କେ ଛେଚିବା — To give one a sound beating or a good drubbing