ଉତ୍ତପ୍ତ Uttapta
- ସଂ. ବିଣ. (ଉତ୍=ସମ୍ୟକ୍+ତପ୍ ଧାତୁ=ଗରମ କରିବା+ କର୍ମ. ତ) — — 1 । ଉତ୍ତାପବିଶିଷ୍ଟ; ଗରମ କରାଯାଇଥିବା; ସନ୍ତପ୍ତ — 1 ଉତ୍ତାପବିଶିଷ୍ଟ; ଗରମ କରାଯାଇଥିବା; ସନ୍ତପ୍ତ
- ସଂ. ବିଣ. (ଉତ୍=ସମ୍ୟକ୍+ତପ୍ ଧାତୁ=ଗରମ କରିବା+ କର୍ମ. ତ) — ଦଗ୍ଧ — Scorched
- ସଂ. ବିଣ. (ଉତ୍=ସମ୍ୟକ୍+ତପ୍ ଧାତୁ=ଗରମ କରିବା+ କର୍ମ. ତ) — ତାତିଲା — Hot
- ସଂ. ବିଣ. (ଉତ୍=ସମ୍ୟକ୍+ତପ୍ ଧାତୁ=ଗରମ କରିବା+ କର୍ମ. ତ) — ଉତ୍ତେଜିତ — Excited; irritated
- ସଂ. ବିଣ. (ଉତ୍=ସମ୍ୟକ୍+ତପ୍ ଧାତୁ=ଗରମ କରିବା+ କର୍ମ. ତ) — ସ୍ନାତ (ପ୍ରକୃତିବାଦ) — Bathed
- ସଂ. ବି. (+ଭାବ. ତ) — ଶୁଷ୍କ ମାଂସ — Dried flesh