ଉତ୍ତଙ୍କ Uttaṅka

  • ସଂ. ବି. (ନାମ) — ଜନୈକଋଷି
  • ସଂ. ବି. (ନାମ) — ଉତ୍ତଙ୍କ ମହରଷି ମରୁଧନ୍ୱାଦେଶେ, ଆଶ୍ରମ କରି ରହିଥିଲେ ଅତି ତୋଷେ। —କୃଷ୍ଣସିଂହ ମହାଭାରତ, ବନ।