ଉତ୍କ୍ରାନ୍ତ Utkraānta
- ସଂ. ବିଣ. (ଉତ୍+କ୍ରମ ଧାତୁ=ଚାଲିବା+କର୍ତ୍ତୃ. ତ) — ଅତିକ୍ରାନ୍ତ; ଉଲ୍ଲଙ୍ଘିତ — Trespassed;passed over
- ସଂ. ବିଣ. (ଉତ୍+କ୍ରମ ଧାତୁ=ଚାଲିବା+କର୍ତ୍ତୃ. ତ) — ମୃତ — Dead; expired
- ସଂ. ବିଣ. (ଉତ୍+କ୍ରମ ଧାତୁ=ଚାଲିବା+କର୍ତ୍ତୃ. ତ) — (ସମୟ) ଅତିକ୍ରାନ୍ତ — Expired; past (said of time)
- ସଂ. ବିଣ. (ଉତ୍+କ୍ରମ ଧାତୁ=ଚାଲିବା+କର୍ତ୍ତୃ. ତ) — ଉଦ୍ଗତ — Burst forth
- ସଂ. ବିଣ. (ଉତ୍+କ୍ରମ ଧାତୁ=ଚାଲିବା+କର୍ତ୍ତୃ. ତ) — ସୀମା ଟପି ଯାଇ ଥିବା — Gone beyond the bounds
- ଦେ. ବିଣ — ଉତକ୍ରାନ୍ତ (ଦେଖ) — Utakrānta (See)