ଉତ୍କୃଷ୍ଟ Utkṛushta

  • ସଂ. ବିଣ. (ଉତ୍=ଉପରକୁ+କୃଷ=ଆକର୍ଷଣ କରିବା+କର୍ମ. ତ) — — 1 । ପ୍ରଧାନ; ଉତ୍ତମ — 1 ପ୍ରଧାନ; ଉତ୍ତମ
  • ସଂ. ବିଣ. (ଉତ୍=ଉପରକୁ+କୃଷ=ଆକର୍ଷଣ କରିବା+କର୍ମ. ତ) — ଉଚ୍ଚ; ଉନ୍ନତ — Elevated
  • ସଂ. ବିଣ. (ଉତ୍=ଉପରକୁ+କୃଷ=ଆକର୍ଷଣ କରିବା+କର୍ମ. ତ) — ଊର୍ଦ୍ଧ୍ୱକୁ ଆକୃଷ୍ଟ — Drawn upwards
  • ସଂ. ବିଣ. (ଉତ୍=ଉପରକୁ+କୃଷ=ଆକର୍ଷଣ କରିବା+କର୍ମ. ତ) — ଶ୍ରେଷ୍ଠ — Superior
  • ସଂ. ବିଣ. (ଉତ୍=ଉପରକୁ+କୃଷ=ଆକର୍ଷଣ କରିବା+କର୍ମ. ତ) — ସମ୍ୟକ୍ ଆକୃଷ୍ଟ — Specially attracted
  • ସଂ. ବିଣ. (ଉତ୍=ଉପରକୁ+କୃଷ=ଆକର୍ଷଣ କରିବା+କର୍ମ. ତ) — ପ୍ରଶସ୍ତ — Wide
  • ସଂ. ବିଣ. (ଉତ୍=ଉପରକୁ+କୃଷ=ଆକର୍ଷଣ କରିବା+କର୍ମ. ତ) — ସର୍ବୋତ୍ତମ — Best