ଉତ୍କୃତ୍ତ Utkṛutta

  • ସଂ. ବିଣ. (ଉତ୍+କୃତ୍ ଧାତୁ=ଛିଣ୍ଡାଇବା; କାଟିବା+କର୍ମ. ତ) — — 1 । ଛିନ୍ନ, ଉତ୍ଖାତ — 1 ଛିନ୍ନ, ଉତ୍ଖାତ
  • ସଂ. ବିଣ. (ଉତ୍+କୃତ୍ ଧାତୁ=ଛିଣ୍ଡାଇବା; କାଟିବା+କର୍ମ. ତ) — ଉତ୍ଖାତ — Dug up
  • ସଂ. ବିଣ. (ଉତ୍+କୃତ୍ ଧାତୁ=ଛିଣ୍ଡାଇବା; କାଟିବା+କର୍ମ. ତ) — ଯାହାକୁ ଖଣ୍ଡ ଖଣ୍ଡ କରା ଯାଇଅଛି — Cut into pieces