ଉତ୍କୂଳିତ Utkūḻita
- ସଂ. ବିଣ. (ଉତ୍=ଉପରକୁ+କୂଳ ଧାତୁ; ଣିଜନ୍ତ କୂଳି ଧାତୁ=ଲାଗିବା+କର୍ମ. ତ) — — 1 । କୂଳକୁ ଲଙ୍ଘିଥିବା; ଉଦ୍ବେଳ — — 1 କୂଳକୁ ଲଙ୍ଘିଥିବା; ଉଦ୍ବେଳ
- ସଂ. ବିଣ. (ଉତ୍=ଉପରକୁ+କୂଳ ଧାତୁ; ଣିଜନ୍ତ କୂଳି ଧାତୁ=ଲାଗିବା+କର୍ମ. ତ) — କୂଳକୁ ଅଣା ଯାଇଥିବା; କୂଳରେ ଲାଗିବା — Landed on the bank; drifted to or brought upto the fore-shore