ଉତ୍କୁଣ Utkuṇa

  • ସଂ. ବି. (ଉତ୍=ଊର୍ଦ୍ଧ୍ୱରେ; ଉପରେ+କୁଣ ଧାତୁ=ହିଂସାକରିବା+କର୍ତ୍ତୃ. ଅ) — — 1 । କେଶକୀଟ; ଉକୁଣୀ — 1 କେଶକୀଟ; ଉକୁଣୀ
  • ସଂ. ବି. (ଉତ୍=ଊର୍ଦ୍ଧ୍ୱରେ; ଉପରେ+କୁଣ ଧାତୁ=ହିଂସାକରିବା+କର୍ତ୍ତୃ. ଅ) — ଚମଉକୁଣୀ — Skin-lice