ଉତ୍କୀର୍ତ୍ତନ Utkīrttana

  • ସଂ. ବି. (ଉତ୍+କୃତ୍ ଧାତୁ=କର୍ତ୍ତନ କରିବା+ଭାବ. ଅନ) — — 1 । ବର୍ଣ୍ଣନ — 1 ବର୍ଣ୍ଣନ
  • ସଂ. ବି. (ଉତ୍+କୃତ୍ ଧାତୁ=କର୍ତ୍ତନ କରିବା+ଭାବ. ଅନ) — ପ୍ରଚାର; ଘୋଷଣା — Publication
  • ସଂ. ବି. (ଉତ୍+କୃତ୍ ଧାତୁ=କର୍ତ୍ତନ କରିବା+ଭାବ. ଅନ) — ପ୍ରଶଂସା — Act of praising