ଉତ୍କୀର୍ଣ୍ଣ Utkīrṇṇa

  • ସଂ. ବିଣ. (ଉତ୍=ଉପରକୁ+କୃ ଧାତୁ=ଫୋପାଡ଼ିବା+ କର୍ମ. ତ) — — 1 । ଉତ୍କ୍ଷିପ୍ତ — 1 ଉତ୍କ୍ଷିପ୍ତ
  • ସଂ. ବିଣ. (ଉତ୍=ଉପରକୁ+କୃ ଧାତୁ=ଫୋପାଡ଼ିବା+ କର୍ମ. ତ) — କ୍ଷତ — Wounded
  • ସଂ. ବିଣ. (ଉତ୍=ଉପରକୁ+କୃ ଧାତୁ=ଫୋପାଡ଼ିବା+ କର୍ମ. ତ) — କ୍ଷୋଦିତ; ଉଲ୍ଲିଖିତ — Engraved
  • ସଂ. ବିଣ. (ଉତ୍=ଉପରକୁ+କୃ ଧାତୁ=ଫୋପାଡ଼ିବା+ କର୍ମ. ତ) — ବିଦ୍ଧ — Perforated; pierced
  • ସଂ. ବିଣ. (ଉତ୍=ଉପରକୁ+କୃ ଧାତୁ=ଫୋପାଡ଼ିବା+ କର୍ମ. ତ) — ପାଷାଣରେ ଘଷା ହୋଇ ପରିଷ୍କୃତ ହୋଇଥିବା — Cleansed
  • ସଂ. ବିଣ. (ଉତ୍=ଉପରକୁ+କୃ ଧାତୁ=ଫୋପାଡ଼ିବା+ କର୍ମ. ତ) — ଚିତ୍ରିତ; ଲିଖିତ — Painted
  • ସଂ. ବିଣ. (ଉତ୍=ଉପରକୁ+କୃ ଧାତୁ=ଫୋପାଡ଼ିବା+ କର୍ମ. ତ) — ଇତସ୍ତତଃ ବିକ୍ଷିପ୍ତ — Scattered