ଉତ୍କାଳିବା Utkāḻibā

  • ଗ୍ରା. କ୍ରି (ସଂ. ଉଦ୍ଗାର.) — ବାନ୍ତି କରିବା — To vomit
  • ଗ୍ରା. କ୍ରି (ସଂ. ଉଦ୍ଗାର.) — ବାନ୍ତି କରି କାଢ଼ିବା — To vomit forth
  • ଗ୍ରା. କ୍ରି (ସଂ. ଉଦ୍ଗାର.) — (କୌଣସି କଥା ଗୋପନ ନ ରଖି) ପ୍ରକାଶ କରିବା — To reveal a secret