ଉତ୍କଳମଣି Utkaḻamaṇi

  • ଦେ. ବି. — ବଙ୍ଗଳାର ଶ୍ରୀଯୁକ୍ତ ପ୍ରଫୁଲ୍ଲଚନ୍ଦ୍ର ରାୟଙ୍କ ପ୍ରଦତ୍ତ ସ୍ୱର୍ଗୀୟ ପଣ୍ତିତ ଗୋପବନ୍ଧୁ ଦାଶଙ୍କର ଉପାଧି (ସ୍ୱଦେଶହିତୈଷୀ ପଣ୍ତିତ ଗୋପବନ୍ଧୁ ଏହି ନାମରେ ପରିଚିତ ହୋଇଥିଲେ)