ଉତ୍କଣ୍ଠ Utkaṇṭha

  • ସଂ. ବିଣ. ପୁଂ (ବହୁବ୍ରୀହି; ଉତ୍=ଉନ୍ନତ+କଣ୍ଠ=ବେକ) — ଉଦ୍ଗ୍ରୀବ; ବେକ ଟେକିଥିବା
  • ସଂ. ବି. — ଶୃଙ୍ଗାର —ବନ୍ଧବିଶେଷ
  • ସଂ. ବି. — ନାରୀ ପାଦୌ ଚ ହସ୍ତେନ ଧାରୟେତ୍ ଗଳକେ ପୁନଃ ସ୍ତନାର୍ପିତକରଃ କାମୀ ବନ୍ଧଶ୍ଚୋତ୍କଣ୍ଠ ସଂଜ୍ଞକଃ —କାମଶାସ୍ତ୍ର।