ଉତ୍କଣ୍ଠିତ Utkaṇṭhita

  • ସଂ. ବିଣ. ପୁଂ. (ଉତ୍କଣ୍ଠା+ଜାତାର୍ଥେ. ଇତ) — ଉତ୍କଣ୍ଠାଗ୍ରସ୍ତ; ଭାବିତ; ଉଦ୍ବିଗ୍ନ — Anxious; eager
  • ସଂ. ବିଣ. ପୁଂ. (ଉତ୍କଣ୍ଠା+ଜାତାର୍ଥେ. ଇତ) — ବ୍ୟଥିତ; ଦୁଃଖିତ — Sorry; grieved