ଉତ୍କଣ୍ଠା Utkaṇṭha
- ସଂ. ବିଣ. ସ୍ତ୍ରୀ — ଉତ୍କଣ୍ଠର ସ୍ତ୍ରୀଲିଙ୍ଗ
- ସଂ. ବି. (ଉତ୍+କଣ୍ଠ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଆ) — — 1 । ଉଦ୍ବେଗ — 1 ଉଦ୍ବେଗ—1. uneasiness; anxiety
- ସଂ. ବି. (ଉତ୍+କଣ୍ଠ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଆ) — ଭାବନା — care
- ସଂ. ବି. (ଉତ୍+କଣ୍ଠ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଆ) — ମନୋବେଦନା — Vexation; grief;
- ସଂ. ବି. (ଉତ୍+କଣ୍ଠ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଆ) — ଔତ୍ସୁକ୍ୟ — Eagerness; longing; yearning; zeal
- ସଂ. ବି. (ଉତ୍+କଣ୍ଠ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଆ) — ଇଷ୍ଟପ୍ରାପ୍ତି ନିମନ୍ତେ କାଳ ବିଳମ୍ବ ହେତୁରୁ ଅସହିଷ୍ଣୁତା — Impatience to get the wished for object
- ସଂ. ବି. (ଉତ୍+କଣ୍ଠ ଧାତୁ=ଚିନ୍ତା କରିବା+ଭାବ. ଅ+ ସ୍ତ୍ରୀ. ଆ) — ପ୍ରେମିକ ବା ପ୍ରେମିକା ପାଇଁ ଉଦ୍ବେଗ — Love-sick; yearning