ଉତ୍କଟକୋଟିକ Utkaṭakoṭika
- ସଂ. ବିଣ. (ବହୁବ୍ରୀହି; ଉତ୍କଟ+କୋଟି+କ) — ବିଷମ ସମସ୍ୟାର ଦୁଇଟି ମୀମାଂସା ମଧ୍ୟରେ ଦୋଳାୟମାନ — Landing between the two horns of a dilemma
- ସଂ. ବିଣ. (ବହୁବ୍ରୀହି; ଉତ୍କଟ+କୋଟି+କ) — ଯେଉଁ ସ୍ଥାନରୁ ସହଜରେ ସ୍ଥାନଚ୍ୟୁତ କରା ଯାଇ ନ ପାରେ ସେପରି ସ୍ଥଳରେ ଛିଡ଼ା ହୋଇଥିବା — Sticking to a point from which one can not be easily dislodged