ଉତୁରିବା Uturibā

  • ଦେ. କ୍ରି. (ସଂ. ଉତ୍ତରଣ) — ଉପସ୍ଥିତ ହେବା — To arrive
  • ଦେ. କ୍ରି. (ସଂ. ଉତ୍ତରଣ) — ଅବତରଣ କରିବା; ଓହ୍ଲାଇବା — To alight; to come down
  • ଦେ. କ୍ରି. (ସଂ. ଉତ୍ତରଣ) — ଏତେ ବୋଲି ତହୁଁ ଅଶ୍ୱ ଉପର ଉତୁରି ନେଇ ଖଟାଇଲେ ବାର। ପ୍ରତାପ —ଶଶୀଶେଣା।
  • ଦେ. କ୍ରି. (ସଂ. ଉତ୍ତରଣ) — ଦୁଗ୍ଧାଦି ଅଗ୍ନିର ଉତ୍ତାପରେ ସ୍ଫୀତ ହେବା — To swell on application of heat (said of liquids); to boil to over- flowing
  • ଦେ. କ୍ରି. (ସଂ. ଉତ୍ତରଣ) — ଉତୁରାର ହୃଦହାଣ୍ଡିରୁ ଶୋକକ୍ଷୀର; ଉତୁରି ପଡ଼ି ଅଛି ଦେଖ ଦାମୋଦର। —କୃଷ୍ଣସିଂହ ମହାଭାରତ, ଶଲ୍ୟ।
  • ଦେ. କ୍ରି. (ସଂ. ଉତ୍ତରଣ) — (ବିପଦରୁ) ଉଦ୍ଧାର ପାଇବା; ଉଦ୍ଧାର ହେବା — To pass (something dangerous or critical) without mishap
  • ଦେ. କ୍ରି. (ସଂ. ଉତ୍ତରଣ) — ବିଲୋକିଲେ ଶଉରୀ ସେ ଜନ ନ ଉତୁରି ସୁଗ୍ରୀବ ଗ୍ରୀବ ମୋଡ଼ି ମାରି। —ଭଞ୍ଜ, ବୈଦେହୀଶବିଳାସ।
  • ଦେ. କ୍ରି. (ସଂ. ଉତ୍ତରଣ) — (ନଦୀ) ଉତ୍ତୀର୍ଣ୍ଣ ହେବା; ଲଙ୍ଘିବା; ପାର ହୋଇ ଅନ୍ୟ ପାର୍ଶ୍ୱକୁ ଯିବା — To cross (a river)
  • ଦେ. କ୍ରି. (ସଂ. ଉତ୍ତରଣ) — ବଳଦୃପ୍ତ ହେବା; ଗର୍ବସ୍ଫୀତ ହେବା; ଉଦ୍ବାର୍ଯ୍ୟ ହେବା — To become too oppressive
  • ଦେ. କ୍ରି. (ସଂ. ଉତ୍ତରଣ) — (କାର୍ଯ୍ୟତଃ) ପୂର୍ଣ୍ଣତା ଲାଭ କରିବା; ସମ୍ପୂର୍ଣ୍ଣ ହେବା; ନିଷ୍ପନ୍ନ ହେବା; ଫଳରେ ଦେଖାଯିବା — To turn out, to prove to be accomplished
  • ଦେ. କ୍ରି. (ସଂ. ଉତ୍ତରଣ) — ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା — To pass an examination
  • ଦେ. କ୍ରି. (ସଂ. ଉତ୍ତରଣ) — ଗୁରୁ ଶିଷ୍ୟଙ୍କୁ କଷନ୍ତି ମନରେ, କଷୁଁ ଉତୁରିଲେ ଦ୍ୟନ୍ତି ସେଠାରେ। —ପ୍ରାଚୀ, ପରଚେଗୀତା।