ଉତୁରିଆସିବା Uturiāsibā

  • ଦେ. କ୍ରି. — ଉଦ୍ଧାର ପାଇବା; ଖସି ଆସିବା
  • ଦେ. କ୍ରି. — ବିଚାରୁଛନ୍ତି ହରି ଘାତକୀ ହେଲା ପରି ହୋଇ କି ଆସିଲେ ଉତୁରି ସେ। —ଭଞ୍ଜ, ବୈଦେହୀଶବିଳାସ।
  • ଦେ. କ୍ରି. — ଅଗ୍ନିଉତ୍ତାପରେ ତରଳ ପଦାର୍ଥ ସ୍ଫୀତ ହୋଇ ଆସିବା — To bubble up and swell