ଉତାରିବା Utāribā

  • ଦେ. କ୍ରି. (ସଂ. ଉତ୍+ତୃ ଧାତୁ=ଉତ୍ତାରଣ) — ଅବିକଳ ନକଲ କରିବା; କୌଣସି ପୁସ୍ତକରେ ଲେଖା ହୋଇଥିବା ବିଷୟକୁ ଅନ୍ୟ ପୁସ୍ତକରେ ଉଦ୍ଧାର କରିବା ବା ଲେଖିବା — To copy down or wirting from a book
  • ଦେ. କ୍ରି. (ସଂ. ଉତ୍+ତୃ ଧାତୁ=ଉତ୍ତାରଣ) — (ହାଣ୍ଡି) ଓହ୍ଲାଇବା; ତଳକୁ ଆଣିବା — To set down; to lower a cooking-pot
  • ଦେ. କ୍ରି. (ସଂ. ଉତ୍+ତୃ ଧାତୁ=ଉତ୍ତାରଣ) — (ଚମଡ଼ା ଆଦିକୁ ଦେହରୁ) କାଢ଼ିବା; ବାହାର କରିବା — To flog; to bring out; to take off
  • ଦେ. କ୍ରି. (ସଂ. ଉତ୍+ତୃ ଧାତୁ=ଉତ୍ତାରଣ) — ଅବତୀର୍ଣ୍ଣ କରାଇବା — To cause to get down.(ଯଥା —କଚୁଆନ୍ ବାବୁଙ୍କୁ ଗାଡ଼ିରୁ ଉତ୍ତାରି ଦେଲା)
  • ଦେ. କ୍ରି. (ସଂ. ଉତ୍+ତୃ ଧାତୁ=ଉତ୍ତାରଣ) — (ଯଥା —କଚୁଆନ୍ ବାବୁଙ୍କୁ ଗାଡ଼ିରୁ ଉତ୍ତାରି ଦେଲା)
  • ଦେ. କ୍ରି. (ସଂ. ଉତ୍+ତୃ ଧାତୁ=ଉତ୍ତାରଣ) — (କୋଟ୍, କାମିଜ୍, ଅଳଙ୍କାର ଆଦି) ଦେହରୁ କାଢ଼ିବା — To take off
  • ଦେ. କ୍ରି. (ସଂ. ଉତ୍+ତୃ ଧାତୁ=ଉତ୍ତାରଣ) — ଏହା କହି ପାଦୁଁ କରନାଦୀ ଭୃଷା, ଉତ୍ତାରିଲା ଖେଳା ଖଞ୍ଜରାଟି ଦୃଶା। —ରାଧାନାଥ, ନନ୍ଦିକେଶ୍ୱରୀ।