ଉତପିଞ୍ଛ Utapin̄chha

  • ଗ୍ରା. ପଦ୍ୟ. ବିଣ — ଉତ୍ପିଞ୍ଛ (ଦେଖ)
  • ଗ୍ରା. ପଦ୍ୟ. ବିଣ — ବିକୋତି ନାଶା ତୁଛେ ଶ୍ରୁତି ଛିନାଇ ପଛେ ଅନ୍ତରୀକ୍ଷରେ ଉତପିଞ୍ଛେ। —ଭଞ୍ଜ,ବୈଦେହୀଶବିଳାସ।