ଉତପନ୍ନ Utapanna

  • ଦେ. ପଦ୍ୟ. ବିଣ. — ଉତ୍ପନ୍ନ (ଦେଖ)
  • ଦେ. ପଦ୍ୟ. ବିଣ. — ଏ ଉତ୍ତାରେ କୁମର ହେଲା ଉତପନ୍ନ। —କୃଷ୍ଣସିଂହ ମହାଭାରତ, ବନ।