ଉତପାତ Utapāta
- ଗ୍ରା. ବି. (ସଂ. ଉତ୍ପାତ) — ଅତ୍ୟାଚାର; ଦୌରାତ୍ମ୍ୟ; ଉପଦ୍ରବ୍ୟ — Trouble; oppression; depredation
- ଗ୍ରା. ବି. (ସଂ. ଉତ୍ପାତ) — ଦୈବୀଦୁର୍ଘଟନା — Mishap
- ଗ୍ରା. ବି. (ସଂ. ଉତ୍ପାତ) — ଉତପାତ ହେଲାଟି ବୋଲି ମନେ କଲେ —କୃଷ୍ଣସିଂହ ମହାଭାରତ,ସଭା।
- ଗ୍ରା.ବିଣ — ଉପଦ୍ରବକାରୀ; ଅତ୍ୟାଚାରୀ; ଦୂରନ୍ତ — Depredatory; oppressive
- ଗ୍ରା.ବିଣ — ଗର୍ବୀ — Proud