ଉତକଣ୍ଠା Utakaṇṭhā

  • ଗ୍ରା. ପଦ୍ୟ. ବିଣ. (ସଂ. ଉତ୍କଣ୍ଠା) — ଉତ୍କଣ୍ଠା (ଦେଖ)
  • ଗ୍ରା. ପଦ୍ୟ. ବିଣ. (ସଂ. ଉତ୍କଣ୍ଠା) — ବିଗଳିତ ସ୍ୱଭାବେ ପ୍ରଣୟ ବିରସେ, ନିଜ ଉତକଣ୍ଠା ଭାବ ନୟନେ ଦିଶେ। —ପ୍ରାଚୀ, ରସବାରିଧି।