ଉଣ୍ଡ୍ଲିବା Uṇḍalibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଭୂମିରେ ଲୁଣ୍ଠିତ ହେବା; ଗଡ଼ିବା
  • ପ୍ରାଦେ. (ସମ୍ବଲପୁର) କ୍ରି — (ଯଥା—ମାଠିଆଟା ଉଣ୍ଡ୍ଲି ଉଣ୍ଡ୍ଲି ଗଲା; ପିଲାଟା ଉଣ୍ଡ୍ଲି ଉଣ୍ଡ୍ଲି କାନ୍ଦୁଛି ।) — To wallow; to roll on the ground
  • ପ୍ରାଦେ. (ସମ୍ବଲପୁର) କ୍ରି — (ଯଥା—ମାଠିଆଟା ଉଣ୍ଡ୍ଲି ଉଣ୍ଡ୍ଲି ଗଲା; ପିଲାଟା ଉଣ୍ଡ୍ଲି ଉଣ୍ଡ୍ଲି କାନ୍ଦୁଛି ।)