ଉଣ୍ଡିବା Uṇḍibā
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — — 1 । ଅଣ୍ଡାଳିବା; ଦରାଣ୍ଡିବା — 1 ଅଣ୍ଡାଳିବା; ଦରାଣ୍ଡିବା
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — ଅନୁସନ୍ଧାନ କରିବା — To search diligently for some thing
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — ଠଉର୍ କରିବା; ଆଖିବୁଲାଇବା; ଅଭିପ୍ରେତ ବସ୍ତୁକୁ ପୂର୍ବରୁ ଠିକଣା କରିବା ନିମନ୍ତେ ଅନୁସନ୍ଧାନ କରିବା; ଚାରିଆଡ଼କୁ ଗୋପନରେ ଚାହିଁ ଲୋଡ଼ା ପଦାର୍ଥକୁ ଖୋଜିବା — To be secretly on the look-out for a wished for thing
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — ଛକାଛକରେ ଖୋଜିବା — To be on the lookout with vigilance
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — ସୁବିଧା ସୁଯୋଗ ଖୋଜୁଥିବା — To be carefully waiting for an opportunity.(ଯଥା—ସାହୁ ତ ଘାଲେଇ କରି ବେଳ ଉଣ୍ଡୁଥିଲା )
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — (ଯଥା—ସାହୁ ତ ଘାଲେଇ କରି ବେଳ ଉଣ୍ଡୁଥିଲା ।)
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — ଦୋଷ ତର୍କଣା କରିବା ବା ସନ୍ଧାନ କରିବା — To search for blemishes or shortcomings of other persons
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — ନୂଆ ବସ୍ତ୍ରକୁ ପ୍ରଥମେ ଅନୁକୂଳ କରି ପିନ୍ଧିବା। — To wear a new cloth for the first time
- ଦେ. କ୍ରି. (ସଂ. ଅନୁସନ୍ଧାନ ତୁଳ ତା. ଉଣ୍ଡୁ= ଲୁଚିବା) — ଦେଶକାଳପାତ୍ର ପ୍ରତି ଦୃଷ୍ଟି ରଖିବା — To have an eye on surrounding things or circumstances