ଉଣ୍ଡାଉଣ୍ଡି କରିବା Uṇḍāuṇḍi kakribā

  • ଗ୍ରା. କ୍ରି — ଅଭିପ୍ରେତ ପଦାର୍ଥକୁ ଗୋପନରେ ଠଉର କରିବା; ଆଖି ବୁଲାଇବା; ଠିକଣା କରିବା — To look into every crack and corner for a thing
  • ଗ୍ରା. କ୍ରି — ଉତ୍ତମରୂପେ ଖୋଜିବା; ଅନୁସନ୍ଧାନ କରିବା