ଉଣାରାଶିଆ Uṇarāṡiā

  • ଦେ. ବିଣ — ଯେଉଁ ବ୍ୟକ୍ତିର (ଜାତକର) ରାଶି (ଉଚ୍ଚ ନୁହେଁ) ସୌଭାଗ୍ୟହୀନ
  • ଦେ. ବିଣ — ଉଣାରାଶିଆ ନନ୍ଦସୂତ, ଆପଦୁଁ ବଞ୍ଚିଛି ବହୁତ। ଭୂପତି—ପ୍ରେମପଞ୍ଚାମୃତ।