ଉଣାଧିକ Uṇādhika

  • ଦେ. ବି. ବିଣ ଓ କ୍ରି. ବିଣ — ଊଣା ଅଧିକ (ଦେଖ)
  • ଦେ. ବି. ବିଣ ଓ କ୍ରି. ବିଣ — ଘଟୋତ୍କଚ କର୍ଣ୍ଣଙ୍କ ଉଣାଧିକ ଜଣା, ନୋହିଲା ହେଲାଟି ସବୁରି ବୁଦ୍ଧି ବଣା। —କୃଷ୍ଣସିଂହ ମହାଭାରତ, ଦ୍ରୋଣ।