ଉଣାଅଧିକ uṇaadhika
- ଦେ. ବି (ସଂ. ନ୍ୟୁନାଧିକ; ଊନ+ଅଧିକ) — କମ୍ବେଶି; ନ୍ୟୁନତା ଆଧିକ୍ୟ; ଅଳ୍ପ ବହୁତ; ତ୍ରୁଟି ବା ଅତିରିକ୍ତତା
- ଦେ. ବିଣ. — ଅଳ୍ପାଧିକ; ନ୍ୟୂନାଧିକ
- ଦେ. କ୍ରି, ବିଣ — ପ୍ରାୟ — Nearly; about; approiximately
- ଦେ. କ୍ରି, ବିଣ — ଅଳ୍ପାଧିକ ପରିମାଣରେ — More or less
- ଦେ. କ୍ରି, ବିଣ — ମୋଟା ମୋଟି ଭାବରେ — Roughly, roughly speaking