ଉଡ୍ଡୀୟମାନ Uḍḍīyamāna

  • ସଂ. ବିଣ ପୁଂ — ଆକାଶରେ ଉଡ଼ୁଥିବା; ଉଡ଼ନ୍ତା
  • ସଂ. ବିଣ ପୁଂ — ବିବିଧ ରଙ୍ଗର ପତାକାମାନ, ଅଟ୍ଟାଳିକା ଶିରେ ଉଡ୍ଡୀୟମାନ —ମଧୁସୂଦନ, ବର୍ଣ୍ଣବୋଧ।