ଉଠ୍ବସ୍ ହେବା Uṭhbas hebā

  • ଦେ. କ୍ରି — ଟିକିଏ ବସିବା ଓ ଟିକିଏ ଉଠିବା; ଅଥୟ ହେବା — To be restless
  • ଦେ. କ୍ରି — କୌଣସି ସ୍ଥାନରେ ଚଳପ୍ରଚଳ ହେବା
  • ଦେ. କ୍ରି — ଦଣ୍ଡ ପାଇ ଉଠିବା ବସିବା — To stand up and sit down as a punishment