ଉଠିବସିବା Uṭhibasibā

  • ଦେ. କ୍ରି. — ଶୋଇବାରୁ ଉଠି ହଠାତ୍ ବସି ପଡ଼ିବା — To sit down suddenly getting up from bed
  • ଦେ. କ୍ରି. — (ଲକ୍ଷଣାର୍ଥ) ବିକ୍ଷୋଭିତ ହେବା; ବିଶୃଙ୍ଖଳ ହେବା — To be agitated