ଉଠିଆରିଗାଧୁଆ Uṭhiārigādhuā

  • ଦେ. ବି. — ଶିଶୁ ଜନ୍ମ ହେବାର 7 ମ ବା 8 ମ ଦିନ ମାତା ଓ ଶିଶୁଙ୍କର ପ୍ରଥମ ସ୍ନାନ — ଶିଶୁ ଜନ୍ମ ହେବାର7ମ ବା8ମ ଦିନ ମାତା ଓ ଶିଶୁଙ୍କର ପ୍ରଥମ ସ୍ନାନ