ଉଠବାଟି ମାହଲ Uṭhibāṭimāhāla

  • ଦେ. ବି — ଯେଉଁ ଜମିଦାରୀରେ ଥିବା ଜମି (ଯଥା—ନଈପଟୁ, ପାହାଡ଼ତଳି) କୁ ପ୍ରଜା ପ୍ରତିବର୍ଷ ଚାଷ କରେ ନାହିଁ ଓ ଜମିର ଅବସ୍ଥା ଦେଖି ବର୍ଷେ ଚାଷ କରେ ପୁଣି ବର୍ଷେ କରେ ନାହିଁ