ଉଟ (ଇତ୍ୟାଦି) Uṭa (etc)

  • ଦେ. ବି. (ସଂ. ଉଷ୍ଟ୍ର) — ଉଷ୍ଟ୍ର; ଓଟ —Camel
  • ସଂ. ବି. (ଉ=ଶବ୍ଦ କରିବା+ସଂଜ୍ଞାର୍ଥେ. ଟ) — ତୃଣ — Grass
  • ସଂ. ବି. (ଉ=ଶବ୍ଦ କରିବା+ସଂଜ୍ଞାର୍ଥେ. ଟ) — ପର୍ଣ୍ଣ — Leaf