ଉଞ୍ଛିବା Un̄chhibā
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — ଧାନ ଆଦି ଶସ୍ୟ କେଣ୍ଡାରୁ ଶସ୍ୟକୁ ମୁଠା କରି ଦୁହିଁବା
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — ଚାଞ୍ଛିବା; ଯଷ୍ଟିର ଗଣ୍ଠି ଆଦିକୁ ଛୁରିଦ୍ୱାରା ତାଞ୍ଛିବା — To scrape off; to clip
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — ଡାଳରୁ ପତ୍ର ପ୍ରଭୃତିକୁ ଛିଣ୍ଡାଇ ପକାଇବା — To scrape off leaves from a bough or branch
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — ଶାଉଁଳିବା — To smooth
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — ଲୁଗାର କୁଞ୍ଚ ସଜାଡ଼ିବା — To fit the frills of a cloth
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — ଉଞ୍ଚି କାଛି ଯତନେ ପିନ୍ଧାଉଥିବି ନେତ୍ର । —ଭଞ୍ଜ, ପ୍ରେମସୁଧାନିଧି।
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — ସଜ୍ଜିତ କରିବା — To furnish with
- ଦେ. କ୍ରି. (ସଂ. ଉଞ୍ଛ ଧାତୁ) — କାଛି ଝୀନବାସ କୁଞ୍ଚି ସତ୍ୱରେ, ଉଞ୍ଚି ରଖିଛି କେ ଚୁଆ ଅତରେ । —ଭଞ୍ଜ, ଲବଣ୍ୟବତୀ।