ଉଞ୍ଚିକୁଞ୍ଚି ପିନ୍ଧିବା Un̄chikun̄chi pindhibā

  • ଦେ. କ୍ରି. (ସଂ. ଉଞ୍ଚ ଧାତୁ ଓ କୁଞ୍ଚ ଧାତୁ) — ପିନ୍ଧିବା ଲୁଗାକୁ କୁଞ୍ଚି ସଂଯତ କରି ସୁନ୍ଦରରୂପେ ପିନ୍ଧିବା (ଯେପରି କି ଲୁଗା ଖେଣ୍ଟି ହୋଇ ରହି ତଳେ ଘୁସୁରିବ ନାହିଁ)