ଉଞ୍ଚାଇବା Un̄chāibā

  • ଦେ. କ୍ରି. (ସଂ. ଉଚ୍ଚ) — ଆଘାତ କରିବାପାଇଁ ହସ୍ତ ବା ଅସ୍ତ୍ର ଆଦି ଉଠାଇବା — To lift an instrument for striking
  • ଦେ. କ୍ରି. (ସଂ. ଉଚ୍ଚ) — ଶୁଣି ଲଳିତାଙ୍କୁ ଲୀଳା ତାମରସ ଉଞ୍ଚଇଲେ ଦେବୀ ସ୍ନେହେ । —କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. କ୍ରି. (ସଂ. ଉଚ୍ଚ) — କୌଣସି ସ୍ଥାନକୁ ଉଚ୍ଚତର କରିବା — To raise the ground-level