ଉଞ୍ଚଲେଞ୍ଚ Un̄chalen̄cha

  • ଗ୍ରା. ବିଣ. (ସହଚର) — ଉଚ୍ଚନୀଚ (ଦେଖ)
  • ଗ୍ରା. ବିଣ. (ସହଚର) — ଆପେ ଉଞ୍ଚ ଆପେ ଲେଞ୍ଚ ଆପେ ସର୍ବ ସମ । —ପ୍ରାଚୀ, ବ୍ରହ୍ମନିରୂପଣଗୀତା ।