ଉଜ୍ଜୟିନୀ Ujjayinī

  • ସଂ. ବି (ନାମ). (ଉତ୍+ଜି+କର୍ତ୍ତୃ. ଇନ୍+ସ୍ତ୍ରୀ ଈ) — ବିକ୍ରମାଦିତ୍ୟଙ୍କ ରାଜଧାନୀ; ଅବନ୍ତୀନଗର
  • ସଂ. ବି (ନାମ). (ଉତ୍+ଜି+କର୍ତ୍ତୃ. ଇନ୍+ସ୍ତ୍ରୀ ଈ) — [ଦ୍ର —ପୂର୍ବେ ହିନ୍ଦୁ ଜ୍ୟୋତିଷିମାନେ ଏହି ସ୍ଥାନରୁ ଅକ୍ଷାଂଶ—ଦ୍ରଘିମା ନିରୂପଣ କରୁଥିଲେ। ଏହା ଶିପ୍ରା ନଦୀକୂଳରେ ଅବସ୍ଥିତ; ଅପର ନାମ ଅବନ୍ତିକା। ଉଜ୍ଜୟିନୀ ହିନ୍ଦୁ, ବୌଦ୍ଧ ଓ ଜୈନମାନଙ୍କର ପ୍ରାଚୀନ ତୀର୍ଥସ୍ଥାନ। ନଗରର ନୈଋତକୋଣରେ ଥିବା ଉଦ୍ୟାନଟି ମୃଚ୍ଛକଟିକ ନାଟକବର୍ଣ୍ଣିତ ଉଦ୍ୟାନ ବୋଲି ପ୍ରବାଦ ଅଛି।]