ଉଜ୍ଜ୍ୱଳ Ujjwaḻa
- ସଂ. ବିଣ (ଉତ୍=ଅତିଶୟ+ଜ୍ୱଳ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) — — 1 । ଦୀପ୍ତିମାନ୍; ଚାକଚକ୍ୟଶାଳୀ; ଜ୍ୟୋତିର୍ମୟ — 1 ଦୀପ୍ତିମାନ୍; ଚାକଚକ୍ୟଶାଳୀ; ଜ୍ୟୋତିର୍ମୟ
- ସଂ. ବିଣ (ଉତ୍=ଅତିଶୟ+ଜ୍ୱଳ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) — ନିର୍ମଳ — Glossy; clear
- ସଂ. ବିଣ (ଉତ୍=ଅତିଶୟ+ଜ୍ୱଳ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) — ପରିଷ୍କୃତ — Clean; cleansed
- ସଂ. ବିଣ (ଉତ୍=ଅତିଶୟ+ଜ୍ୱଳ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) — ଶୋଭାମାନ; ଶୋଭନୀୟ — Splendid
- ସଂ. ବିଣ (ଉତ୍=ଅତିଶୟ+ଜ୍ୱଳ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) — ବି.—
- ସଂ. ବିଣ (ଉତ୍=ଅତିଶୟ+ଜ୍ୱଳ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) — ଆଦିରସ; ଶୃଙ୍ଗାରରସ — The sentiment of love
- ସଂ. ବିଣ (ଉତ୍=ଅତିଶୟ+ଜ୍ୱଳ୍ ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଅ) — ସୁବର୍ଣ୍ଣ; ସୁନା — Gold