ଉଜଳ କରିବା Ujaḻa karibā

  • ଗ୍ରା. କ୍ରି — କାନ୍ତିଯୁକ୍ତ କରିବା — To make Iustrous
  • ଗ୍ରା. କ୍ରି — ମାଜିବା — To bring out the original lustre by rubbing
  • ଗ୍ରା. କ୍ରି — (ଧୋବା) ଲୁଗା ପରିଷ୍କାର କରିବା — To wash cloths